୨୦୧୮ ପରିବେଶ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ବର୍ଜନ

ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ଲାଷ୍ଟିକ ପ୍ରଦୂଷଣ ବର୍ଜନକୁ ଅପରିହାର୍ଯ୍ୟ ରଖାଯାଇଛି । ଯାହା ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ଯେଉଁଭଳି ଭାବେ ବୃଦ୍ଧି ହେବାରେ ଲାଗିଛି, ତାହା ଆଗାମୀ ଦିନରେ ସାରା ବିଶ୍ୱକୁ ବହୁ ମାତ୍ରାରେ ଖ୍ୟାତି ପହଞ୍ଚାଇ ପାରେ ବୋଲି ଅନୁମେୟ କରିହେଉଛି । ତେଣୁ  ଏଭଳି ପ୍ଲାଷ୍ଟିକର ବ୍ୟବହାର ବଢୁଥିବା ଦେଖି ୨୦୧୮ର ଥିମ ହେଉଛି ‘ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ’ । ଯେତେ ମାତ୍ରାରେ ଆମେ ପ୍ଲାଷ୍ଟିକକୁ ଦୂରେଇବା ସେତେ ସମାଜ ପରିଷ୍କାର ହୋଇପାରିବ ।

Comments are closed.