ଟି-ଟ୍ୱେଣ୍ଟିର ଆରମ୍ଭରେ କଣ ପାଇଁ ଚିନ୍ତିତ ଟିମ୍ ଇଣ୍ଡିଆ ?

ଆରମ୍ଭ ହୋଇଯାଇଛି ଭାରତ-ଇଂଲଣ୍ଡ ସିରିଜ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ଟେଷ୍ଟ ଓ ଦିନିକିଆ ସିରିଜ ପୁର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟିର ତିନୋଟି ମ୍ୟାଚ୍ । ଭାରତୀୟ ସମୟ ଅନୁସାରେ ଆଜି ରାତି ୧୦ ସମୟରେ ମୁକାବିଲା ଆରମ୍ଭ ହେବ । ଇଂଲଣ୍ଡ ବିପକ୍ଷରେ ‘ଟି-ଟ୍ୱେଣ୍ଟି , ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ ଖେଳା ଯିବା ବେଳେ ଭାରତ ଚିନ୍ତିତ ରହିଛି । ମ୍ୟାଚ୍ ଆରମ୍ଭରୁ ଖେଳାଳିଙ୍କ ଆହତ ସମସ୍ୟାର ମୂଳ କାରଣ ଅଟେ । ବୁମରା ଓ ୱାସିଂଟନ ସୁନ୍ଦର ଆହତ ଥିବାରୁ ତାଙ୍କୁ ପ୍ରଥମ ମ୍ୟାଚ୍ ରୁ ବାହାର କରିଛି ଟିମ୍ ଇଣ୍ଡିଆ ।

Comments are closed.