ଭାଇରାଲ ଭିଡିଓ ପରେ ଏବେ ଭାଇରାଲ ଫୋଟୋ

ବ୍ରହ୍ମପୁର- ଫେସବୁକରେ ଜଣେ ଯୁବତୀଙ୍କ ଅଶ୍ଲିଳ ଫୋଟୋ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଘର ଜଟଣୀରେ ଓ ତାଙ୍କ ନାମ କାର୍ତ୍ତିକେଶ୍ୱର ବେହେରା ବୋଲି ଜଣାପଡିଛି । କାର୍ତ୍ତିକେଶ୍ୱରଙ୍କୁ ସାଇବର ପୋଲିସ କେରଳରୁ ଗିରଫ କରିଛି । ଯୁବତୀଙ୍କ ନାଁରେ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ସେଥିରେ ଯୁବତୀଙ୍କ ଅଶ୍ଲିଳ ଫୋଟୋ ପୋଷ୍ଟ କରିଥିଲେ । ଏନେଇ ସଂପୃକ୍ତ ଯୁବତୀ ଜଣକ ଥାନାରେ ଏତଲା ଦେବାପରେ କାର୍ତ୍ତିକେଶ୍ୱର ଧରାପଡ଼ିଥିଲେ ।

Comments are closed.