ମହାଭାରତର ଶକୁନି ମାମୁଁ ବିଷୟରେ ଆଠଟି ଅଜଣା ତଥ୍ୟ

ମହାଭାରତର ଶକୁନି ମାମୁଁ ରାଜା ଗନ୍ଧବଙ୍କ ପୁତ୍ର ଏବଂ ଗାନ୍ଧାରୀଙ୍କ ଭାଇ ଅଟନ୍ତି ଏହାଛଡା ସେ ଦୁଯ୍ୟୋଧନଙ୍କ ମାମୁଁ । ସେ ମହାଭାରତ ଯୁଦ୍ଧ ରେ ମୁଖ୍ୟ ଖଳନାୟକ ଥିବା ଲୋକମତରେ ପ୍ରକାଶ ପାଏ । ଶକୁନି ଶିବ ଭକ୍ତ ଭାବରେ ପରିଗଣିତ ଥିଲେ । ଶକୁନି ଦୃଢ ନିଶ୍ଚିତ ଥିଲେ ଯେ ପଶା ଖେଳ ଦ୍ୱାରା ଦୁଯ୍ୟୋଧନକୁ ହରାଇ ହସ୍ତିନାପୁରକୁ ଜୟ କରିପାରିବେ । ଏଥିପାଇଁ ସେ ପଶାଖେଳର ଆୟୋଜନ କରିଥିଲେ ।
ଶକୁନି ଙ୍କ ବିଷୟରେ କେତୋଟି ଅଜଣା ତଥ୍ୟ
୧. ଶକୁନି କର ଉଲ୍କା ଓ ବୀରକିଶୋର ନାମରେ ଦୁଇଟି ପୁତ୍ର ଥିଲେ । ସେତାଙ୍କର ଦୁଇ ପୁତ୍ରଙ୍କୁ କୁରୁ ବଂଶକୁ ଧ୍ୱଂସ କରିବା ସହିତ ଭୀଷ୍ମପିତା ମହଙ୍କୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କରାଇଥିଲେ ।
୨. ସାଧାରଣତଃ ଆମେ ଜାଣିଛେ ଯେ ଦଯ୍ୟେଧନଙ୍କର ଶହେ ଭାଇ ଥିଲେ କିନ୍ତୁ ଶକୁନି କର ମଧ୍ୟ ଶହେ ଭାଇ ଓ ଜଣେ ଭଉଣୀ ଥିଲୋ ଶକୁନି ସମସ୍ତଙ୍କ ଠାରୁ ସାନ ଏବଂ ବୁଦ୍ଧିମାନ୍ ଥିଲୋ
୩. ପାଣ୍ଡବଙ୍କ ପ୍ରତି ଶଙ୍କୁନିଙ୍କର କୌଣସି ପ୍ରକାର ନକାରତ୍ମକ ଭାବନା ନଥିଲା ।
୪. ଶକୁନି ଜଣେ ଖଳପ୍ରକୃତିର ମଣିଷ ଥିଲେ । ସେଥିପାଇଁ ପଶାଖେଳର ଆୟୋଜନ କରି ନିଜର ମନ୍ଦ ଉଦେଶ୍ୟ ସାଧନ କରିଥିଲେ ।
୫. ଲୋକମତ ଅନୁଯାୟୀ ଶଙ୍କୁନିଙ୍କ ପିତାଙ୍କ ଅସ୍ଥିରେ ପଶା ତିଆରି ହୋଇଥିଲା କିନ୍ତୁ ଅସଲରେ ହାତୀଦାନ୍ତରେ ଏହି ପଶା ତିଆରି ହୋଇଥିଲା ।
୬. କେରଳର କୋଲାମ ଜିଲ୍ଲାରେ ଶକୁନି କର ମନ୍ଦିର ଅଛି । ଯାହା ପବିତ୍ରେଶ୍ୱରମ୍ ନାମରେ ନାମିତ ହୋଇଛି ।
୭. ମହାଭାରତ ଯୁଦ୍ଧର ଶେଷ ଦିନରେ ପାଣ୍ଡବଙ୍କ ସାନ ଭାଇ ସହଦେବ ଦ୍ୱାରା ଶକୁନି ନିହତ ହୋଇଥିଲେ ।
୮. ଦ୍ୱାପର ଯୁଗରେ ଶକୁନି ପାଣ୍ଡବ କୌରବ ଭାଇ ଭାଇଙ୍କ ମଧ୍ୟରେ କଳି ଲଗାଇ କରୁକ୍ଷେତ୍ର ଭଳି ଏକ ବଡ ଯୁଦ୍ଧର ସଂଙ୍ଗଠିତ କରିଥିଲେ।

Comments are closed.