ଡିୟୁଟିବେଳେ ନେଲେ ଆର୍ଶୀବାଦ: ଭାଇରାଲ ହେଲା ଫଟୋ

କଥାରେ ଅଛି କର୍ମ ହିଁ ଭଗବାନ । ପରନ୍ତୁ କେତେକ ଲୋକେ ନିଜର କର୍ମ କ୍ଷେତ୍ରରୁ ବିଚ୍ୟୁତ ହୋଇ ଅନ୍ୟଥିରେ ଲିପ୍ତ ରହୁଛନ୍ତି । ସେହିଭଳି ଦିଲ୍ଲୀର ଜନକପୁରୀରେ ଷ୍ଟେଶନ ହାଉସ୍ ଅଫିସର ଭାବେ କାର୍ଯ୍ୟରତ ଏକ ପୋଲିସ କର୍ମଚାରୀ ଡିୟୁଟି ସମୟରେ ଆତ୍ମଘୋଷିତା ମା’ ନମିତା ଆଚାର୍ୟ୍ୟଙ୍କ ଠାରୁ ଆର୍ଶିବାଦ ନେଉଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଆଗରୁ ମଧ୍ୟ ବହୁତ ଘଟଣା ମମତାଙ୍କ ନାମରେ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।viral-photo-mahak-tv

Comments are closed.