କଷି କାଠ ଗଣ୍ଡି ଜବତ କଲା ବନ ବିଭାଗ

ନୟାଗଡ଼, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଭାଲିଆ ପଦର ଗ୍ରାମ ନିକଟରୁ ବନ ବିଭାଗ ଚଢ଼ାଉ କରି ୪ ଟି କଷି ଲଗ୍ ଜବତ କରିଛି । ମହିତମା ଫରେଷ୍ଟର ରାକେଶ କୁମାର ସାହୁ, ଫରେଷ୍ଟ ଗାର୍ଡ ଶ୍ରଦ୍ଧାଞ୍ଜଳୀ ସାହୁ, ବିନାୟକ ଜେନା ,ଶ୍ରୀକାନ୍ତ ନାୟକ ପ୍ରମୁଖ ଚଢ଼ାଉ କରି ୪ ଟି କଷି ଲଗ୍ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ମହିତମା ଫରେଷ୍ଟର ସୂଚନା ଦେଇଛନ୍ତି।

Comments are closed.