Browsing Category

ଓଡ଼ିଶା

ବାସ୍ତୁ ଶାସ୍ତ୍ର ଅନୁସାରେ କରନ୍ତୁ ଘରର ରଙ୍ଗ; ମିଳିବ ମା’ଲକ୍ଷ୍ମୀଙ୍କ କୃପା

ବାସ୍ତୁ ଶାସ୍ତ୍ରରେ ଘରର ନିର୍ମାଣଗତ ଦିଗକୁ ଯେଭଳି ଗୁରୁତ୍ୱ ଦିଆଯାଏ, ରଙ୍ଗ ଉପରେ ମଧ୍ୟ ସେଭଳି ଗୁରୁତ୍ୱ ଦିଆଯାଏ। କାରଣ, ଘର ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡ଼ିଥାଏ। ଯଦି ଘରେ…
Read More...

ପାଠ ପଢିବା ପାଇଁ ହେଉନି କି ପିଲାଙ୍କ ମନ୍, ଘରେ ରଖନ୍ତୁ ଏହିସବୁ ଜିନିଷ

ଅନେକ ପିଲା ଅଛନ୍ତି ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ସବୁବେଳେ ଖେଳକୁଦରେ ମାତିଥାନ୍ତି। ପାଠ ପଢ଼ିବା ପାଇଁ କହିଲେ ବିଭିନ୍ନ ବାହାନା କରିଥାନ୍ତି। ଏଥିପାଇଁ ବାପାମା’ ସବୁବେଳେ ଚିନ୍ତିତ ରହିଥାନ୍ତି। ଆପଣ…
Read More...

ଭୁଲରେ ପୂଜା ଘରେ ଏହି ଦାଗରେ ଜାଳନ୍ତୁ ନାହିଁ ଦୀପ; ହୋଇଯିବେ ଦରିଦ୍ର

ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଦୀପ ଜାଳିଥାଉ। କୁହାଯାଏ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ…
Read More...

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା…
Read More...

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ କଡା ଜବାବ ଦେଲେ କେନ୍ଦ୍ର ମନ୍ତ୍ରୀ

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗୃହ ପରିଚାଳନା ବେଳେ ଧନଖଡ଼ ପକ୍ଷପାତିତା କରିଥିବାରୁ ବିରୋଧୀ ମେଣ୍ଟ…
Read More...

କଟକ ବାଲିଯାତ୍ରାରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ନାବାଳକଙ୍କ ଜୀବନ

କଟକ ବାଲିଯାତ୍ରାରେ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଜଣେ ନାବାଳକଙ୍କ ଜୀବନ। ମୃତକ ହେଲେ ବିଶ୍ୱ ପ୍ରକାଶ ମନ୍ଥନ। ଘର ଜଗତସିଂହପୁର ଅଞ୍ଚଳରେ। କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ…
Read More...

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ। ରିଲ୍ ନୁହେଁ ରିଏଲ୍ ଲାଇଫରେ ତାଙ୍କର ବାଜିଛି ସାହାନାଇ। ସାତଜନ୍ମର ସାଥି ପାଇଛନ୍ତି ଏଲିନା। ସିକ୍ରେଟ ମ୍ୟାରେଜ୍ କରି ଫ୍ୟାନଙ୍କୁ…
Read More...

ପୁଣି ଶିମିଳିପାଳକୁ ଆସିବ ମହାବଳ

ପୁଣି ଶିମିଳିପାଳକୁ ଆସିବ ମହାବଳ। ଦ୍ୱିତୀୟ ପର୍ଯ୍ୟାୟ ବାଘୁଣୀକୁ ଆଣିବା ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଛି। ସେମାନେ ତଡବା ଜଙ୍ଗଲରେ ରହି ମହାବଳର ଅନୁଧ୍ୟାନ କରିବେ।…
Read More...

ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି

ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ ପର୍ବପର୍ବାଣି ପାଳନ ନେଇ ଦର୍ଶାଯାଇଥିଲା, ଯାହାକୁ ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ…
Read More...

ଆଜି ଓଡ଼ିଶା ଆସୁଛନ୍ତି ଚରଣ ଓ ମୀନାକ୍ଷୀ: ପିସିସି ସଭାପତି ବାଛିବାକୁ ମତ ଦେବେ ନେତା

ପିସିସି ସଭାପତି ମନୋନୟନ ନେଇ ପ୍ରଦେଶ କଂଗ୍ରେସ ନେତାଙ୍କ ପାଖରୁ ମତାମତ ଲୋଡିବେ ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ…
Read More...