Browsing Category

ଓଡ଼ିଶା

ଶୀତର ପ୍ରକୋପରେ ଥରୁଛି ସାରା ଓଡ଼ିଶା: ଆହୁରି ଦୁଇଦିନ ପ୍ରବଳ ଥଣ୍ଡା

ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା । ପଶ୍ଚିମରୁ ଉପକୂଳ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୨ ଦିନ ପ୍ରବଳ ଶୀତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଶୁକ୍ରବାର ଓ ଶନିବାର ଦୁଇଦିନ ପ୍ରବଳ ଥଣ୍ଡା…
Read More...

ନବୀନଙ୍କ ବଡ଼ ଆକ୍ସନ : ବିଜେଡିରୁ ନିଲମ୍ବିତ ହେଲେ ୨ ବିଧାୟକ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟପାଇଁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ  ଦୁଇଜଣ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ…
Read More...

ନିପା ଭାଇରସକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ବୟାନ

ପଶ୍ଚିମବଙ୍ଗରେ ନିପା ଭାଇରସର ଆତଙ୍କ ପରେ ଓଡ଼ିଶାରେ ଭୟ ବଢ଼ିବାରେ ଲାଗିଛି । ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମିତ ଘୁଷୁରୀ,…
Read More...

ଅଶ୍ଳୀଳ ନୃତ୍ୟ ପାଇଁ ବଢ଼ିଲା ଆଡୁଆ: ବନ୍ଧା ହେବେ ନିଶା ମହାରଣା !

ଭୁବନେଶ୍ବର: ମହଙ୍ଗା ପଡ଼ିଲା ଅଶ୍ଳୀଳ ନାଚ । ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ…
Read More...

ପ୍ରଫେସନାଲ ପ୍ରିମୟର ଲିଗ୍ : ଫାଇନାଲରେ ଫିନାସିଆଲ ଗ୍ଲାଡ଼ିଏଟ ବିଜେତା

ଭୁବନେଶ୍ବର: ରାଜ୍ୟର ଆଗ ଧାଡ଼ିର ଅର୍ଥ ବିଶେଷଜ୍ଞ ଏବଂ କାର୍ଯ୍ୟରତ ଅର୍ଥବିତ୍ ବୁଦ୍ଧିଜୀବୀମାନଙ୍କ ମ୍ୟାଚରେ ଆଜି ଜଟଣୀ ସ୍ଥିତ ରେଲୱେ କ୍ରିକେଟ ଷ୍ଟାଡିୟମ୍ ଠାରେ ଖେଳ ହୋଇଥଲା। ଫିନେସିଆଲ ଗ୍ଲାଡ଼ିଏଟ ୧୪୬ ରନ ସହ ବିଜୟ…
Read More...

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ…
Read More...

ଅଦିନିଆ ବର୍ଷାକୁ ନେଇ ରାଜ୍ୟ ରାଜନୀତି ସରଗରମ, ଶାସକ ଓ ବିରୋଧୀ ମୁହାଁମୁହିଁ

ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ହେଉଛି, ଆଉ ଚାଷୀଙ୍କ ଧାନ ଭିଜିବାରେ ଲାଗିଛି । କୋହଲା ପାଗରେ ସାରା ରାଜ୍ୟ ଏବେ ଦିନ କାଟୁଥିବାବେଳେ, ଏହି ପ୍ରସଙ୍ଗରେ କିନ୍ତୁ ଗରମ ହେଇଛି ରାଜ୍ୟ ରାଜନୀତି । ବିରୋଧୀ ଦଳ ଧାନ…
Read More...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ କିଛି ରାଶିର ଭାଗ୍ୟ ଚମକିବ। ଜ୍ୟୋତିଷ୍ୟବିଦ୍ୟା…
Read More...

ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ

ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ…
Read More...

ମମତା ଓ ସୁଜିତଙ୍କ ପରେ କିଏ ? ରାଜ୍ୟସଭାରୁ ପଡ଼ିପାରେ ବିଜେଡିର ଆହୁରି ୱିକେଟ୍

ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ନବୀନ ନିବାସରେ ଅନୁଷ୍ଠିତ ବିଜେଡି ସଂସଦୀୟ ବୈଠକରେ ରାଜ୍ୟ ପ୍ରସଙ୍ଗକୁ ଏଥର ଜୋରଦାର ଢଙ୍ଗରେ ଉଠାଇବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଆଜି ଯାଏଁ ସେଭଳି କିଛି ନଜରକୁ ଆସି ନାହିଁ…
Read More...