Browsing Category

ଦେଶ – ବିଦେଶ

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମରେ ୫ କୋଟି ଟଙ୍କାର ମାଗିଥିଲେ। ଅକ୍ଟୋବର ୧୮ ରେ ମୁମ୍ବାଇ…
Read More...

ଟ୍ରୁଡୋଙ୍କ ଇସ୍ତଫା ଦାବି କଲେ ନିଜ ଦଳର ୨୮ ସାଂସଦ

ଭାରତକୁ ନାଲିଆଖି ଦେଖାଇବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ‌ବେ ନିଜ ଦଳ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି। ଟ୍ରୁଡୋ ଇସ୍ତଫା ଦେବାକୁ ଦଳ ପକ୍ଷରୁ ବୁଧବାର ଆୟୋଜିତ ଏକ…
Read More...

ଗାଜା ଉପରେ ଆକ୍ରମଣ, ୮୭ ମୃତ

ଇସ୍ରାଏଲ ପକ୍ଷରୁ ଶନିବାର ପାଲେଷ୍ଟାଇନର ଗାଜା ଉପତ୍ୟକାସ୍ଥିତ ବିଟ୍‌ ଲାହିୟା ଅଞ୍ଚଳ ଉପରେ ହୋଇଥିବା ବୋମାମାଡରେ ୮୭ ଜଣ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଉକ୍ତ ଅଞ୍ଚଳରେ ଏକାଧିକ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧରାଶାୟୀ…
Read More...

ଜମ୍ମୁ କଶ୍ମିରରେ ୬ ଜଣଙ୍କୁ ହତ୍ୟା, ରହିଛି ପାକିସ୍ତାନ ହାତ

ରବିବାର ଦିନ ଜମ୍ମୁ କଶ୍ମିରର ଗାନ୍ଦରବାଲ ଜିଲାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନ ସ୍ଥିତ ଲଶ୍କର-ଏ-ତୋଇବାଙ୍କ ଅଫସଟ୍ ରେଜିଷ୍ଟାନ୍ସ…
Read More...

କାହିଁକି ଏମିତି କହିଲେ ପ୍ରଧାନ ବିଚାରପତି

ବହୁ ବିବାଦୀୟ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ ମାମଲାର ଶୁଣାଣି ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ। ୨୦୧୯ରେ ରାୟ ଆସିଥିବା ଏହି ବହୁ ଚର୍ଚ୍ଚିତ ମାମଲାକୁ ମନେ…
Read More...

ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍‌କୁ ୧୨ହଜାର ସୈନ୍ୟ ପଠାଇଲା ଉତ୍ତରକୋରିଆ

ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌ର ପକ୍ଷ ନେଇଛି ଉତ୍ତରକୋରିଆ। ଏହି ଯୁଦ୍ଧରେ ରୁଷ୍‌କୁ ସହାୟତା କରିବା ଲାଗି ଉତ୍ତରକୋରିଆ ଏହାର ୧୨ହଜାର ସୈନ୍ୟଙ୍କୁ ପଠାଇଛି। ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉତ୍ତରକୋରିଆ…
Read More...

ଓମାର ଅବଦୁଲ୍ଲା ସରକାରରୁ ନିଜକୁ କାହିଁକି ଦୂରେଇ ରଖିଲା କଂଗ୍ରେସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ନେବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ଏହା ପୂର୍ବରୁ…
Read More...

ଭାରତକୁ ମିଳିବ ଘାତକ ଡ୍ରୋନ୍‌ : ଆମେରିକୀୟ କମ୍ପାନୀ ସହିତ ୩୨ ହଜାର କୋଟିର ଚୁକ୍ତି

ଭାରତ ଖୁବଶୀଘ୍ର ବିଶ୍ବର ସବୁଠାରୁ ଘାତକ ଡ୍ରୋନ କୁହାଯାଉଥିବା ପ୍ରିଡେଟର (ଏମକ୍ୟୁ୯ବି ) ଡ୍ରୋନ୍ ହାସଲ କରିବାକୁ ଯାଉଛି। ଏ ନେଇ ଭାରତ ସରକାର ଆମେରିକୀୟ କମ୍ପାନୀ ଜେନେରାଲ ଆଟମିକ୍ ସହିତ ବୁଝାମଣା ଚୂଡ଼ାନ୍ତ…
Read More...

ହାଇକମାଣ୍ଡଙ୍କ ବଡ ନିଷ୍ପତ୍ତି: ଓମାର ଅବଦୁଲ୍ଲା ସରକାରରେ ସାମିଲ ହେବନି କଂଗ୍ରେସ

ଜମ୍ମୁ-କଶ୍ମୀର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ବଡ ନିଷ୍ପତ୍ତି…
Read More...

ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଅପେକ୍ଷାରେ ଅନ୍ତ ଘଟିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଲୋକମାନେ…
Read More...