୪୬ ବର୍ଷ ବୟସରେ ମା ହେଲେ ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା !!

ନୁଆଦିଲ୍ଲୀ, ନଭେମ୍ବର ୧୮(ଖବର ଓଡ଼ିଶା): ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ ତାଙ୍କ ସ୍ୱାମୀ ଜିନ୍ ଗୁଡେନୋଫ୍ ଏକ ଭଲ ଖବର ଦେଇ ସେମାନଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ୪୬ ବର୍ଷ ବୟସରେ ପ୍ରୀତି ଜିଣ୍ଟା ଦୁଇ ସନ୍ତାନର ମାତା ହୋଇପାରିଛନ୍ତି । ସେ ନିଜେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି। ତେବେ କୌତୁହଳର ବିଷୟ, ଏହି ଦୁଇ ପିଲା ଯାଆଁଳା ଶିଶୁ, ଯାହାର ନାମ ପ୍ରୀତି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ପ୍ରୀତି ସୋସିଆଲ ମିଡିଆରେ ଏହି ଖବର ସେୟାର କରିବା ମାତ୍ରେ ଚାରିଆଡେ ତାଙ୍କୁ ଅଭିନନ୍ଦନ ଜଣାଯାଇଛି ।

 

 

Comments are closed.