ଆଜି ଶ୍ରୀ ଜୀଉଙ୍କର ବନକଲାଗି

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଠାରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପୂଜ୍ୟପଣ୍ଡା ଲକ୍ଷ୍ମୀଧର । ଏନେଇ ମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ ସହିତ ଦ୍ୱିପହର ଧୂପ ପରେ ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ ଆରମ୍ଭ କରାଯିବ। ଶୃଙ୍ଗାର କରିବାପାଇଁ ପ୍ରାକୃତିକ ପ୍ରଣାଳୀ ମାଧ୍ୟମରେ ପ୍ରସାଧନ ପ୍ରସ୍ତୁତିରେ ଲାଗିପଡିଛନ୍ତି ସେବକମାନେ ।

Comments are closed.