‘Kiki challenge’ ଦେଉଥିବା ଯୁବକକୁ ଧକ୍କା ଦେଲା କାର୍: ଦେଖନ୍ତୁ ଭିଡିଓ

‘Kiki challenge’ ନିଶା ଏବେ ସମସ୍ତଙ୍କୁ ଘାରିଲାଣି । ଚଳନ୍ତା କାରରୁ ବାହାରି ଡାନ୍ସ କରି କରି ଭିଡିଓ ବନେଇବାରେ ଲାଗିପଡିଛନ୍ତି ଯୁବପିଢି । ହେଲେ ଆପଣ ଜାଣନ୍ତି କି ଏହା ବିପଦପୂର୍ଣ୍ଣ ହୋଇପାରେ । ସେହିଭଳି ଆମେରିକାରେ ଏକ ଯୁବକ ‘Kiki challenge’ କରିବା ନିଶାରେ କାରରୁ ବାହାରି ଡାନ୍ସ କରୁଥିବାବେଳେ ବିପରିତ ପାଶ୍ୱର୍ରୁ ଅନ୍ୟ ଏକ କାର ଆସି ପିଟିଦେଇଛି । ଫଳରେ ଅଳ୍ପକେ ମରୁ ମରୁ ବଞ୍ଚିଛନ୍ତି ଏହି ଯୁବକ । ଦେଖନ୍ତୁ ଏହାର ଭିଡିଓ ଓ ଏହା ପ୍ରତି ସତର୍କତା ରୁହନ୍ତୁ ।

Comments are closed.