କଫିନରେ ଉଠି ବସିଲା ମରିଯାଇଥିବା ଝିଅ !

କଫିନରେ କବର ଦେବା ପୂର୍ବରୁ ଉଠି ବସିଲା ମୃତ ଝିଅ । ଏହା ଦେଖି ଶୋକ ସଭାରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ଆଶ୍ଚର୍ଯ୍ୟ । ଏଭଳି ବିଚିତ୍ର ଘଟଣା ମେକ୍ସିକୋରେ ଘଟିଛି । ତିନି ବର୍ଷର ଝିଅ କେମେଲିୟା ରୋକ୍ସାନାଙ୍କ…
Read More...

ଆଜି ହେଉଛି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ

୨୦୦୦ ଅଗଷ୍ଟ ୩୦ରେ ଭାରତ ସରକାର ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଦେଶର କ୍ଷୁଦ୍ର ବେପାର ଗୁଡ଼ିକର ଉନ୍ନତି ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଯୋଜନା ହୋଇଥିଲା । ମୁଖ୍ୟତଃ ଦେଶର ବେକାର…
Read More...

ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ଓଡ଼ିଶାର ପର୍ବ ନୂଆଁଖାଇ । ନୂଆଁଖାଇ ଆସିଲେ ଗହଳଚହଳ ହୋଇ ଉଠେ ଗାଁ ଠାରୁ ସହର । ସେପ୍‌ଟେମ୍ବର ୧ ତାରିଖରେ ପଡୁଛି ନୂଆଁଖାଇ । ଏହି ଅବସରରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି…
Read More...

ହାରିଗଲା ମାନବିକତା, ମୃତ ନବଜାତ ଶିଶୁ କନ୍ୟାକୁ ନଦୀରେ ଭସାଇଦେଲେ

ଅନୁଗୁଳ : ଲକ୍ଷ୍ମୀ ହୋଇଗଲେ ଅଦରକାରୀ । ଲୋଡ଼ା ହେଲାନାହିଁ ଝିଅ । ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ରାଇପାଳ ଗ୍ରାମରେ ।ଏହି ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ…
Read More...

ବନ୍ୟା ପାଇଁ ଜାରିହେଲା ଗାଇଡ଼ ଲାଇନ୍‌

ଭୁବନେଶ୍ୱର : ରାଜ୍ୟରେ ଚଳିତବର୍ଷ ବନ୍ୟାର ବିତ୍ପାତ ଦେଖାଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମହାନଦୀ ଓ ଏହାର ଶାଖା ନଦୀ, ବେତରଣୀ, ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସି ତାଣ୍ଡବ ରଚିଛି ।…
Read More...

ଏକାଠି ତବୁ-ଅଜୟଙ୍କ ଯୋଡ଼ି

ତବୁ, ଅଜୟ ଦେବଗନ୍‌, ଦୁହେଁ ହେଲେ ନବେ ଦଶକର ହିଟ ଯୋଡ଼ି । ସେମାନଙ୍କ ଅଭିନୀତ ବେଶ୍‌ ଫିଲ୍ମ ଅଲଟାଇମ୍‌ ବ୍ଲକ୍‌ ବଷ୍ଟର ହୋଇପାରିଛି । ସେମାନଙ୍କ ଅଭିନୀତ ‘ବିଜୟପଥ‘ରୁ ଆରମ୍ଭ କରି ‘ଦୃଶ୍ୟମ୍‌’ ସବୁଥିରେ ସେମାନଙ୍କ…
Read More...

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସାଧୁ

ବେଙ୍ଗାଲୁରୁ:  ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁସାରେ, ମୁରୁଗା ମଠଦ୍ୱାରା ପରିଚାଳିତ ଛାତ୍ରାବାସରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଉକ୍ତ…
Read More...

ରାଜଧାନୀରେ ଏଣ୍ଡୁଅର ଦାମ ଦେଢ଼ଲକ୍ଷ ଟଙ୍କା !

ଭୁବନେଶ୍ୱର: ଅପରାଧର ଖୋଲା ମହଲ ସାଜିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଏଥିରୁ ବର୍ତ୍ତିପାରୁନାହାନ୍ତି ନିରୀହ ଜୀବଜନ୍ତୁ । ଚେର ଏତେ ବାଟ ଲମ୍ବିଛି ଯାହାର ଟେର ପାଇବା କଷ୍ଟକର ପାଠ ହୋଇପଡ଼ିଛି ବନବିଭାଗ ପାଇଁ ।…
Read More...

ବିଲେଇର ମୋବାଇଲ ନିଶା

ଘରେ ସାଧାରଣତଃ କାମ ବ୍ୟସ୍ତତା ଯୋଗୁଁ ଛୋଟ ଛୁଆଙ୍କୁ ଭୁଲେଇବା ପାଇଁ ବାପା-ମା’ ମାନେ ମୋବାଇଲ ଧରାଇ ଦିଅନ୍ତି । ପରେ ଏହି ମୋବାଇଲ ନିଶା ଛଡ଼ାଇବାକୁ ଯେନତେନ ଉପାୟ ଖୋଜନ୍ତି । ଏବେ ସେହି ତାଲିକାରେ ଘରେ ପୋଷାଜନ୍ତୁମାନେ…
Read More...

ଆଜି ପାଳନ ହୁଏ ପରମାଣୁ ପରୀକ୍ଷା ବିରୋଧୀ ଦିବସ

ଆଜି ହେଉଛି ଆନ୍ତର୍ଜାତିକ ପରମାରୁ ପରୀକ୍ଷା ବିରୋଧୀ ଦିବସ । ଜାତିସଂଘ ଅଗଷ୍ଟ ୨୯କୁ ‘ପରମାଣୁ ପରୀକ୍ଷା ବିରୋଧୀ ଦିବସ’ ଭାବେ ଘୋଷଣା କରିଛି । ୨୦୦୯ରୁ ଅନ୍ତର୍ଜାତୀୟସ୍ତରରେ ଏହି ଦିବସ ପାଳନ ହୋଇଆସୁଛି । ପରମାଣୁ…
Read More...