୧୨୫ ସିମେନା ହଲରେ ପ୍ରଦର୍ଶିତ ହେବ ବ୍ରିଟେନ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ : ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଆବେରେ କରାଯିବ । ଏହା ପୂର୍ବରୁ ବ୍ରିଟିଶ ସରକାର ଶନିବାର କହିଛନ୍ତି ମହାରାଣୀ…
Read More...

ପ୍ରଥମଥର ଚିନୁକ ହେଲିକପ୍ଟର ଉଡାଇବେ ମହିଳା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରକୁ ଦୁଇଜଣ ମହିଳା ପାଇଲଟ ପ୍ରଥମ ଥର ପାଇଁ ଉଡାଇବାର ଦେଖିବାକୁ ମିଳିବ। ଏହା ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଏହାର ଫ୍ରଣ୍ଟଲାଇନ…
Read More...

ଗୁଜରାଟ ପାକିସ୍ତାନ ନୁହେଁ : ଫଡନାଭିସ

ମୁମ୍ବାଇ : ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ…
Read More...

ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

କଟକ : ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି…
Read More...

ଔଷଧ କାରବାର ନେଇ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ, ଜାଣନ୍ତୁ କ’ଣ

ଭୁବନେଶ୍ୱର : ଔଷଧ କାରବାର ନେଇ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ । ଏହି ଗାଇଡଲାଇନ ଜାରି କରିଛନ୍ତି ଭୁବନେଶ୍ବର ଡ୍ରଗ୍ସ କଣ୍ଟ୍ରୋଲର । ନକଲି ଔଷଧ କାରବାର ଧରାପଡ଼ିବା ପରେ ନିଆଯାଇଛି ପଦକ୍ଷେପ । ଭୁବନେଶ୍ବରର ସମସ୍ତ…
Read More...

ବ୍ରିଟେନ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ବ୍ରିଟେନର ରାଣୀ ଏଲିଜାବେଥ୍‌  ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରିଟେନ ଗସ୍ତ କରିବେ । ଭାରତ ସରକାରଙ୍କ ତରଫରୁ ତାଙ୍କ ପରିବାର ତଥା ଦେଶକୁ…
Read More...

ମା’ ସମଲେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ସମ୍ବଲପୁର: ଆଜିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା । ଆରମ୍ଭ ହେବ ମା’ ସମଲେଶ୍ୱରୀଙ୍କ ଷୋଢଶ ପୂଜା । ଅକ୍ଟୋବର ୯ତାରିଖ ଯାଏ ଚାଲିବ ନୀତିକାନ୍ତି । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରସ୍ତୁତି…
Read More...

କମୁଛି କରୋନା, ଆଜି ୨୩୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି…
Read More...

ବିଜେପିରେ ଯୋଗ ଦେବେ କଂଗ୍ରେସର ଏହି ବଡ ନେତା

ଚଣ୍ଡୀଗଡ଼ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଦଳର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ନୂଆ ଦଳ…
Read More...

କେମିତି ଅଛନ୍ତି ରାଜୁ ଶ୍ରୀବାସ୍ତବ

ମୁମ୍ବାଇ: କମେଡିଆନ ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଲେ ବି ଏବେ ପର୍ଯ୍ୟନ୍ତ ତାଙ୍କର ଚେତା ଆସୁନାହିଁ । ନିକଟରେ ରାଜୁଙ୍କ ଭାଇ ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏହି…
Read More...