ଶସ୍ତା ହେଲେ ଏଲପିଜି ସିଲିଣ୍ଡର ଦର

ଏପ୍ରିଲ ପରି ମେ’ ମାସରେ ରେ ବି ମିଳିଲା ସାମାନ୍ୟ ଆଶ୍ୱସ୍ତି। ନିର୍ବାଚନୀ ଋତୁରେ ଶସ୍ତା ହେଲା ଗ୍ୟାସ୍‌ ଦର। ଏହି ଦର ହ୍ରାସ କେବଳ ୧୯ କେଜିଆ କମର୍ସିଆଲ(ବାଣିଜ୍ୟିକ) ସିଲିଣ୍ଡର ଉପରେ ଲାଗୁ କରାଯାଇଛି। ଏହି ନୂଆ ଦର…
Read More...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଘୋଷଣା ଟିମ୍

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବାକୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ସାର୍ବଜନୀନ…
Read More...

ଭାରତୀୟ ନୌସେନାକୁ ମୁଖ୍ୟହେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ

ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ନୌସେନା ମୁଖ୍ୟ ଭାବେ…
Read More...

ପୁଣି ନିରାଶ ହେଲେ ସିସୋଦିଆ

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା…
Read More...

କମିଲା ସୁନା ଦର

ନୂଆଦିଲ୍ଲୀ: ମଙ୍ଗଳବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଫଳରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧,୯୬୦ ଟଙ୍କାରେ ପହଞ୍ଚିଛି । ଇଣ୍ଡିଆନ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟରେ ଏହି ସୂଚନା…
Read More...

ନାମାଙ୍କନ ଭରିଲେ ନବୀନ

ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର ସମର୍ଥକଙ୍କ ସହ ଆସି ଛତ୍ରପୁର ଉପଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ…
Read More...

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, କର୍ଣ୍ଣାଟକ ପୋଲିସ ମହିଳା କମିଶନ ନିର୍ଦ୍ଦେଶ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ସହ ଜବରଦସ୍ତି କରିବା ଅଭିଯୋଗକୁ ନେଇ…
Read More...

ବାଲେଶ୍ଵର ରେକର୍ଡ ଭାଙ୍ଗିଲା ତାତି, ୪୬ ଡିଗ୍ରୀ ଛୁଇଁଲା ତାପମାତ୍ରା

ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ, ସାଢ଼େ ୧୧ ସୁଦ୍ଧା…
Read More...

ଆସିଲା ବଡ ଖବର, ଶସ୍ତା ହେବ ବିମାନ ଟିକେଟ

ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା ସର୍କୁଲାରରେ ସେବା (ଅପ୍ଟ-ଆଉଟ କିମ୍ବା ଅପ୍ଟ-ଇନ) ଚୟନ କରିବାକୁ…
Read More...

ପୁଣି ବଡ ଦୁର୍ଘଟଣା, ଚାଲିଗଲା ୯ ଜୀବନ

ଛତିଶଗଡ଼ର ବେମେତାରା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର…
Read More...