ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ରତ୍ନଭଣ୍ଡାର…
Read More...

ବ୍ରୋଞ୍ଜ ଜିତିବା ପରେ ସଫଳତା ପଛର କାରଣ କହିଲେ ମନୁ: ଗୀତା ପଢି ଇଭେଣ୍ଟକୁ ଯାଇଥିଲେ ମନୁ ଭାକର

କ୍ରୀଡ଼ା ମହାକୁମ୍ଭରେ ପଦକ ଜିତିବା, ସବୁ କ୍ରୀଡ଼ାବିତଙ୍କ ସ୍ୱପ୍ନ। ଆଉ ଯିଏ ସେହି ସଫଳତା ପାଇଛି, ସେ ଭଲଭାବେ ଜାଣିଛି ଯେ ପଦକ ଜିତିବାର ମହତ୍ତ୍ୱ କେତେ। କିଛି ଏଭଳି ଘଟିଛି ହରିୟାଣା ଶୁଟର ମନୁ ଭାକରଙ୍କ ପକ୍ଷେ।…
Read More...

୩୧ରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ: ପରବର୍ତ୍ତୀ ସମୟରେ ନେବ ଲଘୁଚାପର ରୂପ, ପ୍ରଭାବରେ ରାଜ୍ୟରେ ୩୧ ରୁ ପ୍ରବଳ…

ପୁଣି ଏକ ଘୁର୍ଣ୍ଣିବଳୟର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ। ଯାହା ଆଗକୁ ନେଇପାରେ ଲଘୁଚାପର ରୂପ। ଏହା ପ୍ରଭାବରେ ରାଜ୍ୟରେ ୩୧ ରୁ ପ୍ରବଳ…
Read More...

ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ହଟ୍ଟଗୋଳ: ପୋଡିୟମ୍ ଉପରକୁ ଚଢ଼ି ବାଚସ୍ପତିଙ୍କ ମାଇକ ଟାଣିଲେ କଂଗ୍ରେସ ବିଧାୟକ ତାରା…

ବାଚସ୍ପତିଙ୍କ ମାଇକ ଟାଣିଲେ ତାରା ବାହିନୀପତି । ସୁରକ୍ଷାବାହିନୀ ଓ ତାରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ କଲେ ଉଦ୍ୟମ । ଗୃହ ମଧ୍ୟରେ ପ୍ରତିବାଦ କରିଛନ୍ତି କଂଗ୍ରେସ…
Read More...

ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦିଲ୍ଲୀରେ ବସିଛି ବଡ ବୈଠକ । ନୀତି ଆୟୋଗ ବୈଠକ ସରିବା ପରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କରିଛନ୍ତି ଆଲୋଚନା- ସୂଚନା ଅନୁସାରେ ଲୋକସଭା ନିର୍ବାଚନ ଫଳାଫଳ ଓ…
Read More...

ଅଗଷ୍ଟ ୨୩ରେ ୟୁକ୍ରେନ ରାଜଧାନୀ କିଭରେ ପହଁଚିବେ ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗ୍ରସ୍ତ କରିପାରନ୍ତି । ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି । ଏହି ଅବସରରେ ସେ ଋଷ ରାଷ୍ଟ୍ରପତି ଭୋଲୋଦିମିର…
Read More...

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, ଜଣାପଡିଲା ବଡ଼ କାରଣ  

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇନାହାଁନ୍ତି। ଏହି ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା…
Read More...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ମମତାଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର…
Read More...

Paris Olympics 2024: ଫାଇନାଲରେ ସୁଟର ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ…
Read More...

ମମତାଙ୍କ ଅଭିଯୋଗ ଉପରେ ନୀତି ଆୟୋଗଙ୍କ ବଡ଼ ବୟାନ, ସିଇଓ କହିଲେ…

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ବସିଥିବା ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ କହିବାକୁ ଅନୁମତି ଦିଆଯାଇ ନାହିଁ ଏବଂ ମାଇକ୍‌ ବନ୍ଦ ହୋଇଯାଇଥିଲା।…
Read More...