କୁହୁଡି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ 

ଖୋର୍ଦ୍ଧା ( ସୂର୍ଯ୍ୟକାନ୍ତ ସାହୁ) : କୁହୁଡି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ କୁହୁଡି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଆୟୋଜିତ…
Read More...

ଯୁଦ୍ଧ ବନ୍ଦ କରିବା ପାଇଁ ହମାସକୁ ଏମିତି କିଛି ପ୍ରସ୍ତାବ ଦେଲା ଇସ୍ରାଏଲ

ହମାସ କବଳରେ ବନ୍ଧକ ଥିବା ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ଆଲୋଚନା ଚାଲିଛି । ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସଙ୍କ ଆଗରେ ଏକ ନୂଆ ସର୍ତ୍ତ ରଖିଛନ୍ତି । ମଙ୍ଗଳବାର ଦିନ…
Read More...

କାହିଁକି ଏମିତି କହିଲେ ଅଶୋକ ଗେହଲଟ

ଜୟପୁର : ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ପ୍ରଚାର କିଛି ଘଣ୍ଟା ପରେ ବନ୍ଦ ହେବ। ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଭେଟେରାନ ନେତାମାନେ ଗୁରୁବାର ଅପରାହ୍ନ ୫ ଟା ପରେ ପ୍ରଚାର କରିପାରିବେ ନାହିଁ।…
Read More...

ଭାରତ କାହିଁକି ବିଶ୍ୱକପ ହାରିଲା କାରଣ କହିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପ ହାରିଲା କାରଣ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସରେ ମ୍ୟାଚ୍ ଥିଲା। ବୁଧବାର ଏପରି କହି କଂଗ୍ରେସକୁ ଜବାବ ଦେଇଛନ୍ତି ଆସାମ…
Read More...

ଆଜି ଅଚଳ ଗୃହ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିନ। ଗତକାଲି ଭଳି ଆଜି ମଧ୍ୟ ଚାଲି ପାରି ନାହିଁ ଗୃହ। ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ। ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ହଟ୍ଟଗୋଳ ଓ ହୋହଲ୍ଲା ସହ ନାରାବାଜି…
Read More...

ଆଉ ଏକ ଲଘୁଚାପ ନେଇ ଆଶଙ୍କା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ୨୬ରେ ଲଘୁଚାପ, ୨୭ରେ ଅବପାତ ସମ୍ଭାବନା । ୨୫ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ…
Read More...

ନଡ଼ା ପୋଡ଼ିକୁ ନେଇ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷେଧାଦେଶ ସତ୍ତ୍ୱେ ଚାଷଜମିରେ ନିଆଁ ଲଗାଉଥିବା କୃଷକମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ପଂଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

ପୁରୀ : ଆଜିଠୁ ମହାପଞ୍ଚୁକ ବ୍ରତ । ପଞ୍ଚୁକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ…
Read More...

ଆଜିଠୁ ଭାରତ ଅଷ୍ଟ୍ରେଲିଆ ଟି- ଟ୍ବେଣ୍ଟି

ଭୁବନେଶ୍ୱର: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ । ଆଜିଠୁ ଡିସେମ୍ବର ୫ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।…
Read More...

୧୨ ଟାଏ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଶୀତ ଅଧିବେଶନର ଦ୍ୱିତୀୟ ଦିନ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ପାଇଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଗୃହର…
Read More...