ଚଣ୍ଡୀଗଡ଼ରେ ବାଜି ମାରିଲା ବିଜେପି
ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଝଟକା। ବିଜେପିର ମନୋଜ କୁମାର ସୋନକର ଜିତିଲେ ମେୟେର ଆସନ। ପ୍ରଥମ କରି ଇଣ୍ଡିଆ ମେଣ୍ଟ ଦଳ ବିଜେପି ବିରୁଦ୍ଧରେ ଏକାଠି ନିର୍ବାଚନ ଲଢୁଥିବା ବେଳେ ଏହାକୁ ଝଟକା ଲାଗିଛି।…
Read More...
Read More...