ପ୍ରଚାର ଆଉ ସାମିଲ ହେବେ ନାହିଁ ପିଲା, ରୋକ୍ ଲଗାଇଲେ ନିର୍ବାଚନ କମିଶନର

ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ…
Read More...

ରାଜ୍ୟ ସଭା ସାଂସଦ ଭାବେ ଶପଥ ନେଇ ପାରିବେ ନାହିଁ ସଞ୍ଜୟ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂ ସୋମବାର ଫେବୃଆରୀ ୫ରେ ରାଜ୍ୟ ସଭା ଏମପି ଭାବରେ ଶପଥ ଗ୍ରହଣ କରିପାରିବେ ନାହିଁ। ରାଜ୍ୟ ସଭା ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ଏମପି ଭାବେ ଶପଥ ଗ୍ରହଣ କରିବାକୁ ଅନୁମତି…
Read More...

କକ୍ଷ ତ୍ୟାଗ କଲା କଂଗ୍ରେସ

ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଅଭିଭାଷଣର ପ୍ରତିବାଦ ଜଣାଇଛନ୍ତି। ନରସିଂହ…
Read More...

ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ୱର,: ସୋମବାର ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ନିଯୁକ୍ତି, ଆଇନ୍ଶୃଙ୍ଖଳା, କୃଷି…
Read More...

ବର୍ଷିଲେ ସୋରେନ , କହିଲେ ପ୍ରମାଣ ଦିଅ ରାଜନୀତି ଛାଡ଼ିଦେବି

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ…
Read More...

ପୁଣି ଫେରିଲା କୋହଲା ପାଗ

ଭୁବନେଶ୍ବର: ଦୁଇ ଦିନ ଘାଣ୍ଟିବ ଘନ କୁହୁଡି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି…
Read More...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ । ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ…
Read More...

ପ୍ରବଳ ତୁଷାର ପାତ ପାଇଁ ବନ୍ଦ ହେଲା ସ୍କୁଲ କଲେଜ

ଶିମଲା: ସାରା ହିମାଚଳ ପ୍ରଦେଶରେ ବରଫ ତାଣ୍ଡବ। ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବରଫ ବର୍ଷା। ଆଜି ବି ଲାହୌଲ ସ୍ପିତି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ କଲେଜ। ସେହିପରି ରାଜଧାନୀ ହିମାଚଳ ପ୍ରଦେଶରେ ବି ଜାରି…
Read More...

ଆଜି ସୁବର୍ଣ୍ଣପୁରରୁ ପୁରୀକୁ ଗଡିବ ଟ୍ରେନ

ସୋନପୁର: ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ୩ ତାରିଖ ଶନିବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଏହି ଦିନ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୁବର୍ଣ୍ଣପୁର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଜିଲା ସଦର ମହକୁମାରୁ…
Read More...

ଆଜିଠାରୁ ଆରମ୍ଭ ହେବ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ। ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର…
Read More...