ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେପିରେ ମିଶିଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଆଜି ବିଧିବଦ୍ଧ ଭାବେ ବିଜେପିରେ…
Read More...

ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ କେନ୍ଦ୍ର ସରକାର

ନିଜର ଫସଲ ଉପରେ ଏମଏସ୍‌ପି ଗ୍ୟାରେଣ୍ଟୀ ଆଇନ ଦାବି କରି ପୁଣିଥରେ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ। ୧୪ ହଜାରରୁ ଅଧିକ ଚାଷୀ ୧୨ଶହ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ଯିବାକୁ ଚେଷ୍ଟା କରୁଥିବା ବେଳେ…
Read More...

ବରଗଡ଼ବାସୀଙ୍କୁ ଉପହାର ଦେଲେ ନବୀନ

ବରଗଡ଼: ୨୧୪୯ କୋଟି ଟଙ୍କା ବ୍ଯୟରେ ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ…
Read More...

ମେଣ୍ଟରେ ଫାଟ, ଦୂରେଇଲେ ଅଖିଳେଶ

ଲୋକସଭା ନିର୍ବାଚନକୁ ନେଇ ଛିଣ୍ଡିଲାନି ଆସନ ଅଙ୍କ। ସିଟ୍‌ ସେୟାରିଂକୁ ନେଇ ଗତକାଲି ରାତିରୁ ଚାଲିଥିବା ଆଲୋଚନା ଶେଷରେ ବିଫଳ ହୋଇଛି। କଂଗ୍ରେସ ଠାରୁ ଖପ୍ପା ହୋଇଯାଇଛି ସମାଜବାଦୀ ପାର୍ଟି। କଂଗ୍ରେସକୁ ବାଏ ବାଏ କହିଛି…
Read More...

ବିଚାର ଚାଲିଥିବା ବେଳେ କଟିଲା କରେଣ୍ଟ, ରାଗିଗଲେ ବିଚାରପତି

କୋର୍ଟରେ ଚାଲିଥିବା ଶୁଣାଣି। ଏହି ସମୟରେ ଅଚାନକ ପ୍ରାୟ ୨ ଘଣ୍ଟା କାଳ କଟିଗଲା ଲାଇନ୍‌। ଏହି ଘଟଣାକୁ ବିଚାରପତି ଅତ୍ୟନ୍ତ ଦୟନୀୟ କହିବା ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାର ସମୀକ୍ଷା କରିବା ସହ…
Read More...

କଥା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଏଠାରେ ସେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ସେପଟେ ପିଏମ ମୋଦିଙ୍କ…
Read More...

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ , ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ସନ୍ଦେଶଖାଲିକୁ ନେଇ ପଶ୍ଚିମବଙ୍ଗରେ ବିବାଦ ଜାରି ରହିଛି। ସନ୍ଦେଶଖାଲିର ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ ରାଜନୀତି ସରଗରମ ରହିଛି। ପୀଡିତାଙ୍କୁ ଭେଟିବାକୁ ଚାହୁଁଥିବା ବେଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କୁ ପୁଲିସ…
Read More...

ଆଧାର କାର୍ଡକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ: ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) କହିଛି ଯେ ଆଧାର ଡାଟାବେସ୍ ଅପଡେଟ୍ ରଖିବା ପାଇଁ ଆଧାର ନମ୍ବର ଥିବା ବ୍ୟକ୍ତିମାନଙ୍କୁ ସମୟ ସମୟରେ ସୂଚନା ଦିଆଯାଉଛି। କିନ୍ତୁ କୌଣସି ଆଧାର…
Read More...

ପରୀକ୍ଷା ପୂର୍ବରୁ ଜୀବନ ହରିଲେ ଛାତ୍ରୀ

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜଣେ ପରୀକ୍ଷାର୍ଥୀ ଜୀବନ ହାରିଥିବା ଭଳି ଦୁଃଖଦ ଖବର ମିଳିଛି। କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ସୂଚନାରୁ…
Read More...

ଆଜି ବରଗଡବାସୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ

ବରଗଡ: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ଯସେବାରେ ନୂଆ ଅଧ୍ଯାୟ । ଆଜି ଲୋକାର୍ପିତ ହେବ ବରଗଡ଼ କ୍ଯାନସର ହସପିଟାଲ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୫ ମହଲା ବିଶିଷ୍ଟ ଏକ ବିରାଟ କ୍ୟାନ୍ସର ହସ୍ପିଟାଲ…
Read More...