ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂହ

ନବରଙ୍ଗପୁର: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍‌ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି।…
Read More...

ସତ୍ୟପାଲଙ୍କ ଘରେ ପଶିଲା ଇଡି

ନୂଆଦିଲ୍ଲୀ : ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ…
Read More...

ମନ୍ଦିରମାନରୁ ଟ୍ୟାକ୍ସ ନେବ କଂଗ୍ରେସ ସରକାର

ବେଙ୍ଗାଲୁରୁ : ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର ।…
Read More...

ଓଡ଼ିଶାରେ ବିଜେପି ସରକାର ଦରକାର

ନବରଙ୍ଗପୁର : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି…
Read More...

ତାତି ପାଇଁ ସଜାଗ ହେଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ବଢୁଛି ତାପମାତ୍ରା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ…
Read More...

ବଢ଼ିଲା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଡ଼ୁଆ

ପଶ୍ଚିମବଙ୍ଗ ବିଜେପିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ସେ ହିଁ ଆଇପିଏସ ଅଫିସର ଯଶପ୍ରୀତ ସିଂହଙ୍କ ବିରୋଧରେ ଖଲିସ୍ତାନୀ ଶବ୍ଦର ବ୍ୟବହାର କରିଥିଲେ। ଏହାର ସତ ସମସ୍ତଙ୍କୁ ଜଣାଇବା ପାଇଁ ପଶ୍ଚିମବଙ୍ଗ…
Read More...

ଚାଷୀଙ୍କୁ ମୋଦି ଦେଲେ ବଡ ଉପହାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ବ୍ୟକ୍ତିବିଶେଷଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା…
Read More...

ଗଞ୍ଜାମରେ ଗଡିବ ଲକ୍ଷ୍ମୀ ବସ, ନବୀନ ଦେଲେ ଉପହାର

ଛତ୍ରପୁର: ଗଞ୍ଜାମ ଜିଲାରେ ଗଡିବ ଲକ୍ଷ୍ମୀ ବସ୍‌। ଏହାକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଜିଲା ସଦର ମହକୁମା ଛତ୍ରପୁରରୁ ଏହାର ଶୁଭାରମ୍ଭ ହେବ। ଗଞ୍ଜାମ ଜିଲାର ୧୨୪ଟି…
Read More...

ଜାଣନ୍ତୁ ରାଜ୍ୟ ସଭାକୁ କିଏ ପଠାଇଲେ କେତେ ସାଂସଦ

ନୂଆଦିଲ୍ଲୀ  : ରାଜ୍ୟ ସଭାର ୫୬ ଟି ଆସନ ମଧ୍ୟରୁ ୪୧ ଟି ଆସନରେ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୨୦ଜଣ ପ୍ରାର୍ଥୀ ଭାଜପାର ଅଛନ୍ତି। ସେହିପରି ଈଣ୍ଡିଆର ୧୩ ଜଣ ଅଛନ୍ତି।…
Read More...

ବନ୍ଦ ହେବ ଭାରତ ଯୋଡୋ ନ୍ୟାୟ ଯାତ୍ରା

ଲକ୍ଷ୍ନୌ : ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରୁ କିଛି ଦିନ ବିରତି ନେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ନେତା ଚଳିତ ମାସ ଶେଷରେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ ବକ୍ତୃତା ପ୍ରଦାନ କରିବେ ଏବଂ ଏହା…
Read More...