ଭାରସାମ୍ୟ ହରାଇ ଓଲଟିଲା ଔଷଧ ବୋଝେଇ କଣ୍ଟେନର

ଟାଙ୍ଗୀ(ରାକେଶ କୁମାର ଜଗଦେବ) : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ଭାରସାମ୍ୟ ହରାଇ ଓଲଟିଲା ଔଷଧ ବୋଝେଇ କଣ୍ଟେନର ଅଳ୍ପକେ ବର୍ତିଲେ ଚାଳକ | ଖବର ପାଇ ଘଟଣା ସ୍ଥଳରେ ପହଂଚିଲା ଟାଙ୍ଗୀ ପୋଲିସ୍ହା | ଇଦ୍ରାବାଦରୁ କୋଲକୋତା ଯାଉଥିବା ବେଳେ ଏହି ଔଷଧ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ | ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଟଳରେ ପହଂଚି କଣ୍ଟେନରକୁ ହାଇଡ୍ରା ସାହାର୍ଯ୍ୟରେ ଉଦ୍ଧାର କରିଥିଲେ ତା ସହ ସମସ୍ତ ଔଷଧ ପେଟି ଗୁଡିକୁ ପୁନର୍ବାର ବୋଝେଇ କରିଥିଲେ |ଏହା ପରେ କଣ୍ଟେନର ଟି ଯାତ୍ରା କରିଛି କୋଲକତା ଅଭିମୁଖେ |

Comments are closed.