‘ମେଣ୍ଟାଲ ହେ କ୍ୟା’ ରେ ନଜର ଆସିବେ କଙ୍ଗନା

ଖୁବ୍ ଶିଘ୍ର ରଦାକୁୁ ଆସୁଅଛି ବଲିଉଡ୍ ସିନେମା ‘ମେଣ୍ଟାଲ ହେ କ୍ୟା’ । ସେଥିରେ ମୁଖ୍ୟ କଳାକାର ରୂେ ନଜର ଆସିବେ କଙ୍ଗନା ରାନାୟୋତ୍ ଓ ରାଜକୁମାର ରାଓ । ଏହି ଦୁଇଙ୍କ ଯୋଡି ପ୍ରଥମେ ‘କୁଇନ୍’ ସିନେମାରେ ଦେଖିବାକୁ ମିଳିଥିଲାବେଳେ ଦୁତୀୟ ଥର ପାଇଁ ମେଣ୍ଟାଲ ହେ କ୍ୟା ରେ ନଜର ଆସିବେ । ନବାଗତ ଏହି ସିନେମାର କିଛିଟା ଝଲକ୍ ୱେବ୍ ପୋର୍ଟଲା ଓ ପୋଷ୍ଟରେ ଦେଖିବାକୁ ମିଳୁଛି । କଙ୍ଗନାଙ୍କ ପାଗଳାମି,ଚୁଲୁବୁଲି ଆଦି ଚରିତ୍ରକୁ ଦର୍ଶକମାରେ ବେଶ୍ ଉପଭୋଗ କରିବେ ବୋଲି ଆଶା କରାଯାଉଛି ।

Comments are closed.