୩ ମିଲିୟନ୍ ବିଦ୍ୟାର୍ଥିଙ୍କୁ Bill Gates ଙ୍କର ମାଗଣା ପୁସ୍ତକ
କେବଳ ଯେ ପୁସ୍ତକ ପଢି ପରୀକ୍ଷା ଦେଇ ସ୍ନାତକ ତତ୍ତ୍ୱର ଉପାଧି ପାଇବା ଦ୍ୱାରା ଯେ ଭଲ ବିଦ୍ୟାର୍ଥି ହୋଇପାରିବେ ତାହା ନୁହେଁ । ଏହା ସହିତ କେତେକ ମୌଳିକ କର୍ତ୍ତବ୍ୟମାନ ବି ରହିଥାଏ ଯାହାକୁ ଜାଣିବା ପତ୍ୟେକ ବିଦ୍ୟାର୍ଥିଙ୍କର ପକ୍ଷେ ନିହାତି ଆବଶ୍ୟକ । ଏହି ସମସ୍ୟାର ସମାଧାନ ପାଇଁ Bill Gates ପ୍ରଥମ ଥର ପାଇଁ US ର ସ୍ନାତକ ପ୍ରାପ୍ତି ୩ ମିଲିୟନ୍ ବିଦ୍ୟାର୍ଥିଙ୍କୁ ମାଗଣା ପୁସ୍ତକ ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତି । ପୁସ୍ତକଟି ହେଇଛି ହନ୍ସ ରୋଜଲିଙ୍ଗଙ୍କ ରଚିତ ‘Factfulness, ଯେଉଁଥିରେ ବିଭିନ ପ୍ରକାର ଯୁଦ୍ଧ, ହିଂସା, ପ୍ରାକୃତିକ ବିର୍ଯ୍ୟୟ, ଦୁର୍ନିତି ଆଦି ବିଷୟରେ ବର୍ଣନା ହୋଇଛି । ଏହା ଦ୍ୱାରା ବିଦ୍ୟାର୍ଥିମାନେ ସବୁ ବିଷୟରେ ଜ୍ଞାନ ଆହୋରଣ କରିପାରିବେ ।
Comments are closed.