ସଞ୍ଜୁ ସିନେମାରେ ଅର୍ସହଦ ପସନ୍ଦ କଲେନି ରଣବିରଙ୍କୁ

ସଞ୍ଜୟ ଦତ୍ତ ଙ୍କ ଜୀବନକୁ ଆଧାରିତ କରି ପ୍ରସ୍ତୁତ ହୋଇଛି ‘ସଞ୍ଜୁ’  ଚଳଚ୍ଚିତ୍ର । ଯେଉଁଥିରେ ରଣବିର କାପୁର ସଞ୍ଜୟଙ୍କ ଚରିତ୍ରରେ ଦେଖାଯିବେ । ପରନ୍ତୁ ରଣବିରଙ୍କ ଅଭିନୟକୁ ପ୍ରଥମେ ସଲମନ୍ ଖାଁ ପସନ୍ଦ କରୁ ନ ଥିଲେ । ପରେ ଅର୍ସହଦ ମଧ୍ୟ ଏଥିରେ ସମାଲୋଚନା କରି କହିଛନ୍ତି କି ରଣବୀର କେବେ ବି ମୁନା ଭାଇ ପରି ହୋଇପାରିବେ ନାହିଁ । ମୁନା ଭାଇ କେବଳ ମୁନା ଭାଇ, ଦ୍ୱିତୀୟ କେହି କି ଏଥି ପାଇଁ ଯୋଗ୍ୟ ହୋଇ ପାରିବେ ନାହିଁ । ତେବେ ସିନେମାଟି ମୁକ୍ତ ଲାଭ କରିବା ପରେ ଜଣା ପଡିବ କି ଏହା କେତେ ଦୂର୍ ଦର୍ଶକଙ୍କ ମନକୁ ଛୁଇଁବ ।

Comments are closed.