ରିଲିଜ୍ ହେବାକୁ ଯାଉଛି ଆର୍ନ୍ତଜାତୀୟ ସିନେମା ‘5 weddings’
ସିନେମା ଜଗତରେ ଖୁବଶୀଘ୍ର ଆସୁଅଛି ଆନ୍ତର୍ଜାତିକ ସିନେମା ‘5 weddings’ ଯାହାକୁ ନେଇ ସିନେ ଜଗତ ଚଳଚଞ୍ଚଳ ହୋଇପଡିଛି । ଏହି ସିନେମାର ଉଭୟ ନିର୍ଦ୍ଦେଶନା ଓ ପ୍ରଯୋଜନା ନର୍ମତା ସିଂହ ଗୁଜୁରାଲ ଦେଇଥିବା ବେଳେ କ୍ରିଷ୍ଟୋଫର୍ ଫେନ୍ସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ନରର୍ଗିସ୍ ଓ ରାଜକୁମାର ରାଓ ଏଥିରେ ମୁଖ୍ୟ କଳାକାର ରୂପେ ଦେଖାଯିବେ । ଏହାର ଟ୍ରେଲର୍ YouTube ଆସିଯାଇଥିବାବେଳେ ପୂରା ସିନେମାଟି ୨୧ ସେପ୍ଟେମ୍ବରରେ ମୁକ୍ତି ଲାଭ କରିବ । ତେବେ ଏହାର କିଛିଟା ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି ।
Comments are closed.