ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ନିରାକାରପୁର ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ।ମୃତକ ଜଣଙ୍କ ସାକ୍ଷୀଗୋପାଳ ବିରଗୋବିନ୍ଦପୁର ଗ୍ରାମର କଲ୍ୟାଣୀ ମିଶ୍ର । କଲ୍ୟାଣୀ ଙ୍କର ଲଳିତାପାଟପୁର ଅଶିତ କରଙ୍କ ସହିତ ହୋଇଥିଲା ବାହାଘର।ଅଶିତ ଭାରତୀୟ ସେନା ବାହିନୀର ଜଣେ କର୍ମଚାରୀ । ଦେଢମାସ ପୂର୍ବରୁ କଲ୍ୟାଣୀଙ୍କ ହୋଇଥିଲା ବାହାଘର । ତେବେ କଲ୍ୟାଣୀଙ୍କ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି |

Comments are closed.