ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂ ଙ୍କ ଅକାଳ ବିୟୋଗ
ରାଜକନିକା (ପ୍ରଣୟ ନାୟକ) : ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂ ଙ୍କ ଅକାଳ ବିୟୋଗ | ରାଜକନିକା ବ୍ଲକର ସମ୍ବାଦ ଖବର କାଗଜର ବ୍ଲକ ପ୍ରତିନିଧି ରାଜ କିଶୋର ସିଂ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି | ଜଣେ ନିର୍ଭୀକ, କର୍ମଠ ସାମ୍ବାଦିକ ଭାବେ ରାଜକନିକା ରେ ସେ ବେଶ ଜଣାଶୁଣା |ଆଜି ସ୍ୱଗତ ସିଂ ଙ୍କ ପାର୍ଥିବ ଶରୀରକୁ ରାଜକନିକାରେ ଶୋଭାଯାତ୍ରା କରାଯାଇଥିଲା | ରାସ୍ତାର ଉଭୟ ପଟେ ଶତାଧିକ ସାଧାରଣ ଜନତା ପୁଷ୍ପ ଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ରାଜକନିକା ଓ ଆଳି ବ୍ଲକରୁ ବହୁ ସାମ୍ବାଦିକ ଶୋଭାଯାତ୍ରାରେ ଯୋଗ ଦେବା ସହ ସ୍ୱଗତ ସିଂ ଙ୍କ ପ୍ରତି ଗଭୀର ଶୋକ ପ୍ରକଟ କରିଥିଲେ |
Comments are closed.