କରୋନାରେ ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଏମ୍ .ଭେଙ୍କେଆ ନାଇଡ଼ୁ

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଏମ୍ .ଭେଙ୍କେଆ ନାଇଡ଼ୁ । ବର୍ତ୍ତମାନ ସେ ହାଇଦ୍ରାବାଦ୍ ରେ ରହିଥିବା ବେଳେ ହୋମ୍ ଆଇସୋଲେସନ୍ ରେ ଥିବା କୁହାଯାଇଛିି । ଏନେଇ ସେ ଟ୍ୱିଟରରେ ସୁଚନା ଦେଇଛନ୍ତି ।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମାନେ ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟାକରି କରୋନା ପରୀକ୍ଷା କରାଇ ନିଅନ୍ତୁ

Comments are closed.