ସ୍ଥାନୀୟ ଲୋକଙ୍କ କବ୍ଜା ରେ ଚେନ ଲୁଟେରା

ଭୁବନେଶ୍ୱର : ଆଜି ସକାଳ ସ୍ଥାନୀୟ ସହିଦ ନଗର ଅଞ୍ଚଳରେ ଦୁଇ ଜଣ ଦୃବୃତ୍ତ ଏକ  ମୋଟର ସଲକେଲରେ ଆସି ରାସ୍ତାରେ ଯାଉଥିବା ଜୈନକ ବ୍ୟକ୍ତିଙ୍କ ବେକରୁ ଏକ ସୁନା ଚେନ ଲୁଟ କରି ଖସି ଚାଲିଯାଉଥିବା ସମୟରେ ସ୍ଥାନୀୟ ଲୋକ ପିଛା କରି ଜଣେ କୁ କବ୍ଜା କରିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳ ରୁ ଖସି ଚାଲି ଯିବାରେ ସକ୍ଷମ ହୋଇଥିଲ। ପରେ ଖବର ପାଇଁ ସ୍ଥାନୀୟ ସହିଦ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଥାନାକୁ ନେଇ ଅନ୍ୟ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି |

Comments are closed.