ବାଚସ୍ପତି ସୁମିତ୍ରା ଗ୍ରହଣ କଲେ ବୈଜୟନ୍ତଙ୍କ ଇସ୍ତଫା
ବହୁ ପୂର୍ବରୁ MP ବୈଜୟନ୍ତ ପଣ୍ଡାଙ୍କ ଆବେଦିତ ଇସ୍ତଫାକୁ ଆଜି ଗ୍ରହଣ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ । ଓଡିଶା ବିଜେଡି ପକ୍ଷରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ବୈଜୟନ୍ତ ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କୁ ଭେଟ କରି ତାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ବିଜେଡି ଦଳରୁ ବାହାରିଆସିବା ପରେ ବୈଜୟନ୍ତ ଏବେ ବିଜେପି କିମ୍ବା କଂଗ୍ରେସ ଦଳରେ ଯୋଗଦେବେ , ତାହା ଏବେ ପ୍ରଶ୍ନବାଚୀ ?
Comments are closed.