ଏବେ ପନିପରିବା ଓ ଖଦି ବିକିବେ ବାବା ରାମଦେବ

ପତଞ୍ଜଳି ପ୍ରଡକ୍ଟ ପରେ ପନିପରିବା ଓ ଖଦି ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି ବାବା ରାମଦେବ । ଏନେଇ ଉତ୍ତରାଖଣ୍ଡ, ଛତିଶଗଡ ଓ ମହାରାଷ୍ଟ୍ରରୁ ପନିପରିବା ସଂଗ୍ରହ କରାଯାଇ ଫ୍ରୋଜେନ ଆକାରରେ ବିକ୍ରି କରାଯିବ । ଏଥିରେ ଖର୍ଚ୍ଚ ଦୃଷ୍ଟିରୁ ୧୦ ହଜାର କୋଟି ଟଙ୍କା ଯୋଗାଇ ଦେବ କମ୍ପାନୀ । ପନିପରିବା ସହିତ ଖଦି କାରବାର ମଧ୍ୟ ଆରମ୍ଭ କରାଯିବ, ଯାହାର ସାମଗ୍ରୀ ଆସନ୍ତା ଦୀପାବଳୀ ସୁଦ୍ଧା ବଜାରରେ ପରିଲକ୍ଷିତ ହେବ ।

Comments are closed.