ପୁରୀ ଜିଲ୍ଲାରେ ଆଉ ୨ ଦିନ ବନ୍ଦ ରହିବ ସ୍କୁଲ

ପୁରୀ ଜିଲ୍ଲାରେ ଆଉ ଦୁଇ ଦିନ ବନ୍ଦ ରହିବ ସ୍କୁଲ । ବନ୍ୟା ପ୍ରଭାବିତ ବ୍ଲକ ଗୁଡିକରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ଜିଲ୍ଲାର ୪ଟି ବ୍ଲକରେ ଆଉ ଦୁଇ ଦିନ ସ୍କୁଲ ଗୁଡିକ ବନ୍ଦ ରହିବ ।

ଆସନ୍ତା ୨୨ ତାରିଖ ଓ ୨୩ ତାରିଖ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଓ ୨୩ ତାରିଖ ନିମାପଡା, ଗୋପ, ଡେଲାଙ୍ଗ ଓ କଣାସ ବ୍ଲକରେ ସ୍କୁଲ ଛୁଟି ରହିବା ନେଇ ଘୋଷଣା କରାଯାଇଛି ।

Comments are closed.