କଙ୍ଗନା ଓ ରାଜକୁମାରଙ୍କ ଅଭିନୀତ Mental Hai Kya ର ଟିମ୍ ଏବେ ଲଣ୍ଡନରେ

ମନୋତତ୍ତ୍ୱବିତ ଉପରେ ପ୍ରସ୍ତୁତ ହୋଇଥିବା ବଲିଉଡ ଚଳଚ୍ଚିତ’Mental Hai Kya’ ର ସମସ୍ତ ଟିମ୍ ଏବେ ଲଣ୍ଡନରେ । ଯେଉଁଥିରେ ମୁଖ୍ୟ ତାରକା ରୂପେ ନଜର ଆସିବେ ଅଭିନେତା ରାଜ କୁମାର ରାଓ ଓ ଅଭିନେତ୍ରୀ କଙ୍ଗନା ରାନାୱତ୍ । ଏଥିର ସମସ୍ତ କଳାକାର ଗ୍ରୁପ ହୋଇ ମୋବାଇଲ ସାହାର୍ଯ୍ୟରେ ଫଟୋ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ଛାଡିଛନ୍ତିି । ନିର୍ଦ୍ଦେଶକ ପ୍ରକାଶ କୋଭେଲାମୁଦି ସହ ପ୍ରଯୋଜିକା ଏକତା କପୁର ଏ ଦୁହିଁ ତାରକାଙ୍କ ସହ ଫଟୋ ଉଠାଇ ଦିନକୁ ବିଶ୍ୱ ସେଲଫି ଦିବସ ରୂପେ ପାଳନ କରିଛନ୍ତି ।

Comments are closed.