Sanju ପ୍ରମୋରେ Munna Bhai MBBS ପୁଣି ତାଜା କଲେ ରଣବୀର

ରଣବୀର କାପୁରଙ୍କ ଅଭିନୀତ ‘Sanju’ ଚଳଚିତ୍ରର ପୁଣି ଥରେ ଏକ ପ୍ରମୋ ଭିଡିଓ ୟୁଟ୍ୱୁବ୍ ରେ ଆସିଅଛି, ଯାହାକି ୨୦୦୩ ରେ ମୁକ୍ତି ଲାଭ କରିଥିବା ‘Munna Bhai MBBS‘କୁ ପୁଣିଥରେ ଜୀବନ୍ତ କରିଦେଇଛିି । ସମସ୍ତ ମସ୍ତିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମାକୁ ଦର୍ଶକମାନେ ଖୁବ୍ ଉପଭୋଗ କରିବେ ବୋଲି କହିଛନ୍ତି ‘Sanju‘ ସିନେମାର ନିର୍ଦ୍ଦେଶକ ରାଜ୍ କୁମାର ହିରାନିସଞ୍ଜୟ ଦତ୍ତଙ୍କ ଜୀବନ ଶୈଳୀକୁ ନେଇ ଗଠିତ ଏହି ସିନେମା ଆସନ୍ତା ଜୁନ୍ ୨୯ରେ ମୁକ୍ତି ଲାଭ କରିବାକୁ ଯାଉଛି ।

Comments are closed.