ହୋଟେଲରେ ଧରା ପଡ଼ିଥିଲେ ଗୋବିନ୍ଦା, ସାଙ୍ଗରେ ଥିଲେ ଏହି ଅଭିନେତ୍ରୀ !

ଗୋବିନ୍ଦାଙ୍କ ପ୍ରେମ ସମ୍ବନ୍ଧରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ଗୋବିନ୍ଦା ଯିଏ କି ଜଣେ ବହୁତ ବଡ଼ ଅଭିନେତା ଅଟନ୍ତି, ତାଙ୍କ ଜୀବନ ରେ ବି ଅନେକ ଯୁବତୀ ଆସିଛନ୍ତି ଏବଂ ଦିନେ ସେ ହୋଟେଲରେ ଧରା ପଡ଼ିଥିଲେ ତେବେ ଏହି ସମୟ ରେ ସେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହେଇଥିଲେ । ତେବେ ଚାଲନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ସମ୍ପର୍କରେ ।

ଏହା ଜାଣି ରଖନ୍ତୁ କି ଗୋବିନ୍ଦା ଓ ରାଣୀ ମୁଖାର୍ଜୀଙ୍କର ଯୋଡିକୁ ଲୋକେ ବେଶ ଭଲ ଭାବରେ ଜାଣିଛନ୍ତି ଏବଂ ବଡ଼ ପରଦାର ଏହା ଏକ ସୁପରହିଟ ଯୋଡି ଅଟେ । ଦୁହିଁଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ବି ରହିଥିଲା । ତେବେ ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିବା ସମୟରେ ସେ ବିବାହିତ ବି ଥିଲେ ।

ତେବେ ଗୋବିନ୍ଦ ଓ ରାଣୀ ଦୁହେଁ ଏକ ହୋଟେଲରେ ରାତ୍ରି ଯାପନ ମଧ୍ୟ ଏକାଠି କରିଛନ୍ତି । କିନ୍ତୁ ଏହି ଘଟଣା ସମ୍ପର୍କରେ ଗୋବିନ୍ଦାଙ୍କ ପତ୍ନୀ ବି ଜାଣିପାରିଥିଲେ  ଏବଂ ମିଡ଼ିଆ ବି ଦୁହିଁଙ୍କୁ ହୋଟେଲରେ ଧରିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଗୋବିନ୍ଦାଙ୍କର ପତ୍ନୀ ନିଜ ପିଲାଙ୍କୁ ନେଇ ଘର ଛାଡ଼ି ଚାଲିଯାଇଥିଲେ । ଏହି ଦୁଇ ଯୋଡିଙ୍କ ମଧ୍ୟରେ ନିବିଡ଼ ପ୍ରେମ ରହିଥିଲା କିନ୍ତୁ ସମସ୍ୟା ଗୋଟେ ଥିଲା କି ଗୋବିନ୍ଦା ବିବାହିତ ଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଗୋବିନ୍ଦାଙ୍କର ପତ୍ନୀ ରାଣୀଙ୍କୁ ଧମକ ବି ଦେଇଥିଲେ ଏବଂ ଏହା ପରେ ରାଣୀ ଓ ଗୋବିନ୍ଦା କେବେ ହେଲେ ଏକାଠି ଭେଟ ହେଇ ନ ଥିଲେ ।

ବର୍ତ୍ତମାନ ସମୟରେ ଗୋବିନ୍ଦା ଓ ରାଣୀ ପରସ୍ପରର ଜୀବନରେ ଖୁବ ବ୍ୟସ୍ତ ଅଛନ୍ତି ଏବଂ ଏପରି କି ଜଣେ ଅନ୍ୟଜଣଙ୍କର ନାମ ଧରୁନାହାନ୍ତି ।

Comments are closed.