ମୁକ୍ତି ଲାଭ କଲା ଶାହାରୁଖ ଖାନଙ୍କ ZERO ଟିଜର .. ସାଙ୍ଗରେ ନଜର ଆସିଲେ ସଲୁ ଭାଇଜାନ

ଖୁବ୍ ଶୀଘ୍ର ବଲିଉଡ ଜଗତରେ ମୁକ୍ତି ଲାଭ କରିବା ପାଇଁ ଯାଉଛି ଶାହାରୁଖ ଖାନଙ୍କ’ZERO’ ଚଳଚ୍ଚିତ୍ର । ଯାହାର ଟିଜର ଆଜି YouTube ରେ ଆସିଅଛି । ଯେଉଁଥିରେ ଶାହାରୁଖ ଖାନ ବାମନ ରୂପେ ଅଭିନୟ କରିଛନ୍ତି । ଆନନ୍ଦ ରାୟ ନିର୍ଦ୍ଦେଶିତ ଏହି ସିନେମାରେ କିଛି ସମୟ ପାଇଁ ସଲମାନ ନଜର ଆସିବେ । ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ଅନ୍ୟ ତାରକା ଥିବା ବେଳେ ସିନେମାଟି ସପୂର୍ଣ୍ଣ ରୂପେ ଡିସେମ୍ବର ୨୧ ତାରିଖରେ ମୁକ୍ତି ଲାଭ କରିବ ।

Comments are closed.