ଏମିତି କରନ୍ତୁ ଅସରପରୁ ମିଳିବ ମୁକ୍ତି
ଘରେ ଅସରପା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହାକୁ ନେଇ ବ୍ୟସ୍ତ ହେବା ପରିବର୍ତ୍ତେ କେତୋଟି ଛୋଟ ଉପାୟରେ ଆପଣଙ୍କ ଘରୁ ଏହାକୁ ଦୂରେଇ ଦେଇପାରିବେ…
ଆପଣ ରୋଷେଇକରିବା ସମୟରେ ଲବଙ୍ଗ ବ୍ୟବହାର କରିଥାନ୍ତି। ଏହାକୁ ଆପଣ କିଚେନ୍ କ୍ୟାବିନେଟ୍ ଭିତରେ ଅଳ୍ପ ରଖି ଦିଅନ୍ତୁ। ଏହାଦ୍ୱାରା ତା’ ଭିତରେ ଆଉ ଅସରପା ରହିବେ ନାହିଁ।
କିଚେନ୍ କ୍ୟାବିନେଟ୍ରେ ରେଡ୍ ଓ୍ବାଇନ୍ ରଖି ଦିଅନ୍ତୁ। ଏକ ପାତ୍ରରେ ଏକ ଚତୁର୍ଥାଂଶ ରେଡ୍ ଓ୍ବାଇନ୍ ପକାନ୍ତୁ। ଏବେ ଏହାକୁ କ୍ୟାବିନେଟ୍ରେ ରଖନ୍ତୁ। ଦେଖିବେ କ୍ୟାବିନେଟ୍ରେ ଅସରପା ହେବେନି।
ପାଉଡର ପରି ହୋଇଥିବା ଚିନିକୁ ଏକ ପାତ୍ରରେ କିମ୍ବା କୌଣସି ବୋତଲ ଢାଙ୍କୁଣିରେ ଭରି କି ରଖିଦିଅନ୍ତୁ। ଆପଣ ଏହାକୁ ବୋରିକ୍ ଏସିଡ୍ ସହ ମିଶାଇ କ୍ୟାବିନେଟ୍ରେ ରଖି ଦିଅନ୍ତୁ। ଦେଖିବେ ଅସରପା ଜମା ବି ହେବନାହିଁ।
ଅଣ୍ଡା ଖାଇସାରି ଏହାର ଖୋଳକୁ ନ ଫୋପାଡ଼ି ଏକ ପାତ୍ରରେ
Comments are closed.