ମହିଳା ବିଶ୍ୱ ହକି ଟିମରେ ଓଡିଶାର ୪ ଖେଳାଳୀ

ବିଶ୍ୱ ସ୍ତରରେ ଆଜି ଇଂଲଣ୍ଡରେ ହେବାକୁ ଯାଉଥିବା ମହିଳା ହକି ପ୍ରତିଯୋଗିତାରେ ଭାରତ ଦଳରେ ଅଂଶ ଗ୍ରହଣ କରିବେ ୪ ଓଡିଶା ଖେଳାଳୀ । ରାଜ୍ୟ ସ୍ତରରୁ କ୍ୱାର୍ଟରରେ ବିଜୟ ଲାଭ କରିଥିବା ଦିପ ଗ୍ରାସ ଇକା,ସୁନିତା ଲାକରା, ନମିତା ତୋପ ଓ ନିଲିମା ମିନ୍ଜ ଆଗରୁ ରନର୍ସ-ଅପ ଓ ଏସିଆନ୍ ଚାମ୍ପିଆନରେ ବାଜିମାର କରିସାରିଛନ୍ତି । ଯାହାକି ଆମ ଓଡିଶାବାସୀଙ୍କ ପାଇଁ ଖୁବ ଗର୍ବର ବିଷୟ ଅଟେ ।

Comments are closed.