ପୋଖରୀରେ ବୁଡି ନାବାଳକ ମୃତ

ପୋଖରୀରେ ଗାଧୋଉଧିବାବେଳେ ପାଣିରେ ବୁଡି ଜଣେ ଷଷ୍ଠ ଶ୍ରେଣୀ ନାବାଳକର ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି କଣ୍ଢେଇଗୁଡ଼ା ପୁଲିସ ଥାନା ଅନ୍ତର୍ଗତ ସେଣ୍ଢେ ଗ୍ରାମରେ । ଯେଉଁଠି ଶୁଭମ ବିଶ୍ୱାଳ ନାମକ ଏକ କାଳକ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ ୫୩ ନମ୍ବର ପାର୍ଶ୍ୱରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିର ଗଭୀରତାକୁ ପଶିଯାଇଥିଲା । ଫଳରେ ସେଠାରୁ ଫେରି ନ ପାରି ମୃତ୍ୟୁ ବରଣ କରିଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ପୋଖରୀରୁ ମୃତ ଶରୀର ଉଦ୍ଧାର କରିଛନ୍ତି ।

Comments are closed.