ଠାବ ହେଲା ବ୍ଲାକ ପେନଥର

ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳର ଗର୍ଜନପାହାଡର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଦେଖିବାକୁ ପାଇଛି ଏକ କଳା ବାଘ (ବ୍ଲାକ ପେନଥର)। ସୂଚନା ଦେଇଛନ୍ତି ଆଇଏଫଏସ, ପିସିସିଏଫ (ୱାଇଲଡ ଲାଇଫ) ଡ଼କ୍ଟର ସନ୍ଦୀପ ତ୍ରିପାଠୀ । ସେ କହିଛନ୍ତି ଯେ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଲଗାଯାଇଥିବା ସିସିଟିଭି ବାରମ୍ବାର ଏହି କଲା ବାଘର ପାଦ ଚିହ୍ନ ଦେଖାଯାଇଛି । ଦେଶର ଅନ୍ୟ ୮ ଟି ରାଜ୍ୟରେ ଏଭଳି ପ୍ରଜାତିର ବିରଳ କାଳପତରିଆ ବାଘ ଦେଖାଦେଇଥାନ୍ତି । ସେମାନଙ୍କ ମଧ୍ୟରୁ ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଠି ବ୍ଲାକ ପେନଥର ଓ ମେଳାନୀଷ୍ଟିକ ଟାଇଗର ଦେଖାଦେଇଛି।

Comments are closed.