ବ୍ରାଉନ୍ ସୁଗାର କାରବାରରେ ନରିସାଙ୍କୁ ଗିରଫ କଲା ପୁଲିସ୍

ବ୍ରାଉନ୍ ସୁଗାର କାରବାର କରୁଥିବା ମହିଳାଙ୍କୁ ରେଡ୍ ହ୍ୟାଣ୍ଡରେ ଗିରଫ କରିଛି ରାଉଲକେଲା ପ୍ଲାଣ୍ଟ ସାଇଟ୍ ପୋଲିସ୍ । ସଂପୃକ୍ତ ମହିଳା ଜଣକର ନାମ ନରିସା ଖାତୁନ୍ ହୋଇଥିବା ବେଳେ ତାଙ୍କ ସହ ଆଉ ୬ ଜଣ ଏହି କାରବାରରେ ସାମିଲ ଥିଲେ । ଏପର୍ଯ୍ୟନ୍ତ ସେହି ୬ ଜଣଙ୍କୁ ଧରିବାପାଇଁ ପୋଲିସ ଚେଷ୍ଟା ଚଳାଇଛି ବୋଲି ଡିଏସପି ପ୍ରଦ୍ୟୁମ୍ନ ମିଶ୍ର କହିଛନ୍ତି । ଗିରଫ ବେଳେ ନରିସାଙ୍କ ଘରୁ ୨୦୦ ଗ୍ରାମର ବ୍ରାଉନ୍ ସୁଗାର ସହ ୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରିଛିି ପ୍ଲାଣ୍ଟ ସାଇଟ୍ ପୋଲିସ୍ । ଦେଖନ୍ତୁ ଭିଡ଼ିଓ ….

Comments are closed.