ମହିଳାଙ୍କ ବିକାଶରେ ସ୍ୱୟଂ ସହାୟକ ଗୋଷ୍ଠୀ: ନରେନ୍ଦ୍ର ମୋଦି

ମହିଳାମାନଙ୍କ ବିକାଶକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱୟଂ ସହାୟକ ଗୋଷ୍ଠି ସହ କଥା ହୋଇଛନ୍ତି, ଯାହାର ମାଧ୍ୟମ ସାଜିଛି ‘ନରେନ୍ଦ୍ର ମୋଦି ଆପ୍’ । ଏହା ଦ୍ୱାରା ୧ କୋଟିରୁ ଉର୍ଦ୍ଧ ମହିଳାଙ୍କ ସହିତ କଥା ହେବା ଓ ତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମୋଦି ଆଲୋଚନା କରିପାରିବେ । ଯାହାଦ୍ୱାରା କୃଷି, ପଶୁପାଳନ ଓ ଆର୍ଥିକ କ୍ଷେତ୍ରରେ ବେଶ୍ ସୁଧାର ଅଣାଯାଇପାରିବ । ଏନେଇ ସାମାଜିକ ସ୍ତରରେ ନାରୀର ସ୍ଥାନ ଆହୁରୀ ସୁଦୃଢ ହେବ ବୋଲି ଆଶା କରାଯାଉଛି ।

Comments are closed.