ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ପୋଖରୀରେ ଗାଧୋଇବା ହେଲା କାଳ.

ଭୁବନେଶ୍ୱର : ପୋଖରୀ ରେ ବୁଡି ନାବାଳିକାର ମୂତ୍ୟୁ…ମୂତ୍ୟୁ ନାବାଳିକାର ନାମ ସଂଘମିତ୍ରା ଜେନା ବୟସ ୧୦ ବର୍ଷ..ପିତାଙ୍କ ନାମ ଶେଷଦେବ ଜେନା ..ଘର ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମରେ ।
ନାବାଳିକା ସଂଘମିତ୍ରା ସାଙ୍ଗ ସାଥି ମାନଙ୍କ ସହ ଘର ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥୀଲା..ପୋଖରୀରେ ଗାଧୋଇବା ବେଳେ ଗଭୀର ଜଳକୁ ପଳାଇ ଯିବାରୁ କୂଳକୁ ଫେରି ପାରିନଥିଲା ।ଫଳରେ ପୋଖରୀରେ ବହୁ ଖୋଜା ଖୋଜି ପରେ ନାବାଳିକାକୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ରେ ଭର୍ତି କରିଥିଲେ..ଡାକ୍ତର ଏଠାରେ ନାବାଳିକାଙ୍କୁ ମୂତ୍ୟୁ ଘୋଷଣା କରିଛନ୍ତି..ମୂତଙ୍କର ଶବ ଜବତ କରି ଚାନ୍ଦପୁର ପୋଲିସ୍ ତଦନ୍ତ କରୁଛି ।

Comments are closed.