ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ

ପୁରୀ : ନୂଆଁ ରାଜ୍ୟପାଳ ଭାବରେ ଝାଡ଼ଖଣ୍ଡର ପୂର୍ବତନ୍ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହେବା ପରେ ଆଜି ଓଡ଼ିଶାରେ ପହଂଚିଛନ୍ତି । ଓଡ଼ିଶାର ୨୬ତମ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆଜି ଭୋରରେ ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ପୁରୀରେ ପହଂଚିଛନ୍ତି। ଜିଲ୍ଲାପାଳ ଓ ଏସପି କଲେ ସ୍ବାଗତ। ରାଜଭବନରେ ଅବସ୍ଥାନ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ କରିବେ ଦର୍ଶନ ।

Comments are closed.