ବ୍ୟାଗ୍ ନା ବାସ୍କେଟ୍, ଜାଣନ୍ତୁ ଏହାର ସତ୍ୟତା
ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଚି, ସେଇଟା ବ୍ୟାଗି ନା ବାସ୍କେଟ୍ ବୋଲି । ଏପରି ଏକ ବ୍ୟାଗ୍ ଯାହା ଫ୍ରାସନ୍ ସହ ସୁରକ୍ଷାକୁ ମଧ୍ୟ ଦୃଷ୍ଟିରେ ରଖିଛି । ନିଜର ବ୍ୟକ୍ତିଗତ ଷ୍ଟାଇଲକୁ ଆଖିରେ ରଖି ପ୍ରିୟଙ୍କା ଚୋପ୍ରା ଓ ଜ୍ୟାକଲିନ୍ ପ୍ରସ୍ତୁତ କରିଛନ୍ତି ଏହି ବ୍ୟାଗକୁ । ଖରା ଦିନି ପାଇଁ ଏହା ବହୁତ ଉପୋଯୋଗି ହେବାର ଆଶା କରାଯାଉଛି । ଏଥିରେ ବିଭିନ୍ନ ପ୍ରକାରର ଜିନିଷ ରଖି ଯେକୌଣସି ସ୍ଥାନକୁ ଯାତାୟତ କରିହେବ । ଏହାକୁ ଏପରି ସୁନ୍ଦରଭାବେ ଗଠନ କରାଯାଇଛି ଯାହାକୁ ଆପଣମାନେ ଘରେ ସଜାଇ ରଖିପାରିବେ, ଯାହାକି ଘରର ସୌନ୍ଦର୍ଯ୍ୟ ବଢାଇବାର ମାଧ୍ୟମ ହେବ ।
Comments are closed.