ଏହି ମାଛର ମୁହଁ ମଣିଷ ପରି

ଭୁବନେଶ୍ୱର : ଆମେ ସବୁବେଳେ କିଛି ନା କିଛି ବିଚିତ୍ର ଘଟଣା ଆମକୁ ଦେଖିବାକୁ ମିଳେ,ତାହା ମଧ୍ୟ ଆମକୁ  ଆଶ୍ଚର୍ଯ୍ୟ କଲାପରି । ସେହି ପରି ଏକ ଘଟଣା ଘଟିଛି
ଆମ ପଡିଶା ଦେଶ ଚୀନ୍ ବିଚିତ୍ର ପ୍ରଜାତିର ମାଛ ଚିହ୍ନଟ କରାଯାଇଛି । ମାଛର ମୁହଁଟି ମଣିଷ ମୁହଁ ପରି  ଅବିକଳ  ଗବେଶକମାନେ କହିଛନ୍ତି ଏହା ବୋଧହୁଏ ଘୋଷ୍ଟ କୋଇ ପ୍ରଜାତିର ମାଛ ।

କେହି ଜଣେ ନଦୀକୂଳରେ ସୁଟିଂ  କରୁଥିବାବେଳେ  ଏହି ମାଛଟିର ବିଚିତ୍ର ମୁହଁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ଭିଡଓ ବରମ୍ବାର ସେୟାର ହୋଇଛି ।ମାଛକୁ ନେଇ ଗବେଷଣା ମଧ୍ୟ ଆରମ୍ଭ ହୋଇଗଲାଣି । ୨୪ ଘଣ୍ଡାରୁ ଅଧିକ ସମୟ ହେଲାଣି, ଚୀନ ସେହି ଅଞ୍ଚଳରେ ଥିବା ପ୍ରତ୍ୟେକ ନଦୀରେ ଏହି ମଣିଷ ମୁହଁ ମାଛ ଖୋଜା ଚାଲିଛି । ଏ ପର୍ଯ୍ୟନ୍ତ ମାଛକୁ ଧରାଯାଇପାରିନି ।

Comments are closed.