ସେକ୍ସ ରାକେଟ ଠାବ, ୩ ଗିରଫ

କୁଚିଣ୍ଡା,୨୭ ।୨: କୁଚିଣ୍ଡାରେ ସେକ୍ସ ରାକେଟ ଠାବ ହୋଇଛି । ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇବା ବେଳେ ଚଢାଉ ହୋଇଥିଲା । ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କ ସହ ୨ ଯୁବକଙ୍କୁ ବାନ୍ଧି ନେଇଛି ପୋଲିସ । ଏସଂକ୍ରମାନ୍ତ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed.