ସ୍ୱାଧୀନତା ଦିବସ ଏବଂ ନୂଆଖାଇରେ ହେବ ନାହିଁ ସମ୍ବଲପୁର ସଟଡାଉନ
ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ସମ୍ବଲପୁର ଜିଲ୍ଲା ବାସୀଙ୍କ ପାଇଁ ଏକ ବଡ ଖୁସି ଖବର । ଜିଲ୍ଲାରେ ଅଗଷ୍ଟ ୧୫, ଗଣେଶ ପୂଜା ଅଗଷ୍ଟ ୨୨ ଓ ନୂଆଖାଇ ଅଗଷ୍ଟ ୨୩ ଦିନ କରାଯାଇଥିବା ସଟଡାଉନ ନିୟମକୁ ବାତିଲ କଲା ସମ୍ବଲପୁର ଜିଲ୍ଲା ପ୍ରସାସନ । ଏନେଇ ଜିଲ୍ଲାପାଳ ନିଦ୍ଦେସ ଯାରି କରିଛନ୍ତି । ସମ୍ବଲପୁର ତଥା ପଶ୍ଚିମାଞ୍ଚଳର ଗଣ ପର୍ବ ନୂଆଖାଇ ଓ ସ୍ୱ।ଧାନତା ଦିବସ ପାଇଁ ସଟଡାଉନ କରାଯାଇଛି ବାତିଲ । ଏହା ପରିବତ୍ତେ ଅଗଷ୍ଟ ୧୬ ଓ ୧୭ ତାରିଖ ଦିନ ଜିଲ୍ଲାରେ ସଟଡାଉନ କରାଯିବାର ନିଷ୍ପତି ନିଆଯାଇଛି ।
Comments are closed.