ବଲିଉଡ଼ରେ ଏଣ୍ଟ୍ରି ପାଇଁ ରଶ୍ମିକା କରୁଛନ୍ତି ପ୍ରସ୍ତୁତି

ଦକ୍ଷିଣ ସିନେଜଗତର ହିଟ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ପୂରା ଭାରତରେ ସେ ପୁଷ୍ପା ସୁନ୍ଦରୀ ନାମରେ ପରିଚିତ । ରଶ୍ମିକା କେବେଠାରୁ ଚାହୁଁଥିଲେ, ବଲିଉଡ଼ରେ ତାଙ୍କୁ ସୁଯୋଗ ମିଳୁ । ଏବେ ତାଙ୍କ ମନସ୍କାମନା ପୂରଣ ହୋଇଛି ।

‘ଗୁଡ଼ବାଏ’ ଚଳଚିତ୍ରରେ ବିଗ ବି ଅମିତାଭ ବଚ୍ଚନଙ୍କ ସହ ସେ କାମ କରିଛନ୍ତି । ତାଙ୍କ ହାତରେ ଭଲ ବ୍ୟାନରର ହିନ୍ଦୀ ଚଳଚ୍ଚିତ୍ର ଆସିବାପରେ ସେ ହିନ୍ଦୀ କହିବା ଲାଗି ତାଲିମ ନେଉଥିବା ଜଣାପଡ଼ିଛି ।

Comments are closed.